Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Ram Prasad Bisoi

Romance

2  

Ram Prasad Bisoi

Romance

କାହାପାଇଁ ବଦଳି ନ ପାରେ

କାହାପାଇଁ ବଦଳି ନ ପାରେ

1 min
1.2K


କାହାପାଇଁ ବଦଳି ନ ପାରେ 

ଆକାଶ,ସୂର୍ଯ୍ୟ,ଚନ୍ଦ୍ର, 

ମୋ ପାଇଁ ବଦଳି ଯାଏ ସନ୍ଧ୍ୟା ,

ଲମ୍ବା ରାତ୍ରିରେ ସକାଳର କିରଣ, 

ପାଖୁଡା ପାଖୁଡ଼ାରେ ହୁଏ

ଉଦଭାସିତ,

ମୋ ସାମଗ୍ରିକ ସତ୍ତା ବ୍ୟଗ୍ର,

ପ୍ରେମରେ ହଜିଯିବାକୁ ଶୀତୁଆ ସକାଳର 

ପହଲି କିରଣ ସହ --------------!

ରାତ୍ରିର ସାନ୍ଧ୍ରତା ଦିଏ 

କଢ଼ିକୁ 

ଫୁଲର ପରିପୂର୍ଣ୍ଣତା,ପରିପକ୍ଵତା,

ହସି ହସି ଛିଣ୍ଡି କାହା ପାଦ ତଳେ ଦଳି ଚକଟି ହେବାକୁ

ପୁଣି ,

ଫୁଟି ହସିବାକୁ ରୁତୁଚକ୍ରର ପ୍ରବାହ ଅନ୍ତରାଳେ ପାଇବାକୁ ସମ୍ପୂର୍ଣତା---------------!

©®କାଶ୍ୟପ,ରାୟଗଡା ।


Rate this content
Log in