ଦିନ ଦିନ ପ୍ରତିଦିନ…!!!
ଦିନ ଦିନ ପ୍ରତିଦିନ…!!!
ଛବିଟିଏ ଆଙ୍କ ହସ ଧରି ଓଠେ
ଗାଅ ପଦେ ଦୁଇପଦ।
ପକ୍ଷୀର କାକଳି ଶୁଣ ମନ ଦେଇ
ମନେ ଧରି ଦିବ୍ୟ ଭାବ॥
ଉତ୍ସାହ ଦିଅ ହେ ସଭିଙ୍କୁ ହରଷେ
ବୋଲ ମିଠା ମିଠା କଥା।
ହିଂସା ଈର୍ଷ୍ୟା ଦ୍ୱେଷ ମନକୁ ନଆଣ
ନହୁଅ ହେ ଲୋକହସା॥
-ପ୍ରଭୂ
ଛବିଟିଏ ଆଙ୍କ ହସ ଧରି ଓଠେ
ଗାଅ ପଦେ ଦୁଇପଦ।
ପକ୍ଷୀର କାକଳି ଶୁଣ ମନ ଦେଇ
ମନେ ଧରି ଦିବ୍ୟ ଭାବ॥
ଉତ୍ସାହ ଦିଅ ହେ ସଭିଙ୍କୁ ହରଷେ
ବୋଲ ମିଠା ମିଠା କଥା।
ହିଂସା ଈର୍ଷ୍ୟା ଦ୍ୱେଷ ମନକୁ ନଆଣ
ନହୁଅ ହେ ଲୋକହସା॥
-ପ୍ରଭୂ