Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Geeta Sarangi

Others

2  

Geeta Sarangi

Others

ଜୀବନ ଗୀତା- ୧୩୮

ଜୀବନ ଗୀତା- ୧୩୮

1 min
7.0K


ଜୀବନ ଗୀତା- ୧୩୮

ଆଷାଢର ଆଦ୍ୟ ଜଳବିନ୍ଦୁ
ଜୀବନକୁ କରେ ପୁଲକିତ
ଫାଲଗୁନର ମଳୟ ପବନ
ଜୀବନକୁ କରେ ଉଲ୍ଲସିତ ॥୦॥

ପଉଷ ପଳିତ ପତ୍ର
ଶ୍ରାବଣର ବର୍ଷାପାତ
ଭାଦ୍ରବ ମାସର ଖରା
ଆଶ୍ୱିନର ଚନ୍ଦ୍ରତାରା
ମାର୍ଗଶିର ଝୋଟିଚିତା
ଜୀବନକୁ କରେ ଉଚ୍ଚାଟିତ ॥୧॥

ବୈଶାଖ ମାସ ଯାତରା
କାର୍ତ୍ତିକ ମାସ ଚଉରା
ଚୈତ୍ରର ଘୋଡାନାଚ
ମାଘ ମାସର ଶୀତ
ଜ୍ୟେଷ୍ଠ ମାସ ଗୁଳୁଗୁଳି
ଜୀବନକୁ କରେ ଆଲୋଡିତ ॥୨॥


Rate this content
Log in