Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Raja Sekhar CH V

Abstract

3  

Raja Sekhar CH V

Abstract

ଭୀଷ୍ମ ପଞ୍ଚକ

ଭୀଷ୍ମ ପଞ୍ଚକ

1 min
167



ପବିତ୍ର ସମୟ ଯେ କାର୍ତ୍ତିକ ମାସ,

ଶିବ-କେଶବଙ୍କର ଯାହା ପ୍ରିୟ ମାସ |୧|


ସମ୍ପୂର୍ଣ୍ଣ ଶାକାହାରୀ ରହିବାକୁ ହେବ ମାସାନ୍ତ ପର୍ଯ୍ୟନ୍ତ,

ଆମିଷ ସେବନ ବିନା ସମୟ ଲାଗେ ଦୀର୍ଘ ଦିଗନ୍ତ |୨|


କାହା କାହା ଦ୍ୱାରା ହୋଇ ପାରେନି ଏହି ନିୟନ୍ତ୍ରଣ,

ଦିନସାରା କରନ୍ତି ମାଂସାହାର ସେବନର ସମ୍ଭାଷଣ |୩|


ଖୋଜାଗଲା ସମସ୍ୟାର ସମାଧାନ,

ତେଣୁ ଆସିଲା ଭୀଷ୍ମ ପଞ୍ଚକର ସନ୍ଧାନ |୪|


ଶେଷ ପାଞ୍ଚଦିନ ହେବାକୁ ପଡିବ ଆମିଷ ସେବନରୁ ଦୂର,

ଏହି ପାଞ୍ଚଦିନ ପାଳନ ଆମିଷ ନିଷେଧ ସମସ୍ତେ କରନ୍ତି ଭରପୁର|୫|


ଭୁଲି ହେବନି ଏହି ପାଞ୍ଚଦିନର ସମାହାର,

ଖୁସି ସହ ଗ୍ରହଣ କରାଯାଉ ନିରାମିଷ ଆହାର |୬|


ପୁରୀ ମନ୍ଦିରରେ ହୁଏ ଶ୍ରୀଜଗନ୍ନାଥଙ୍କର ବିଭିନ୍ନ ବେଶର ଦର୍ଶନ,

ହୁଏ ଡାଳିକିଆ ଆଡ଼କିଆ ଲକ୍ଷ୍ମୀନୃସିଂହ ତ୍ରିବିକ୍ରମ ରାଜରାଜେଶ୍ବର ବେଶର ସନ୍ଦର୍ଶନ |୭|



Rate this content
Log in

Similar oriya poem from Abstract