Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Santosh Pattnayak

Romance

2  

Santosh Pattnayak

Romance

ମୁଁ ' ଆଉ ତୁ

ମୁଁ ' ଆଉ ତୁ

1 min
6.2K


ନିଦଭରା ରାତିରେ ,

ତୁ' ମୋ ସପନ

ମୁଁ' ତୋ ଶୀତଳ ଜ୍ୟୋସ୍ନା..।

ମୋ ଜୀବନେ

ତୁ' ହିଁ ସକାଳ

ତୁ' ହିଁ ସନ୍ଧ୍ୟା,

ମୁଁ' ତୋ ସମ୍ଭାବନା...।

ହଁ - ନାହିଁର ଜୀବନ ଭିତରେ,

ତୁ' ସୀମାହୀନ ସରଳରେଖା

ମୁଁ' ଅଛିଣ୍ଡା ମାନସାଙ୍କ..।

ଅନୁରକ୍ତି ପୀରତିର,

ସ୍ରୋତଧାର ନଈଟିଏ ତୁ'

ସ୍ମୃତିକୁ ସାଉଁଟି ମୁଁ'

ଫେରନ୍ତା ବୋଇତେ

ସପନ ବଣିକ.....।


Rate this content
Log in

Similar oriya poem from Romance