ସୁନେଲି ସ୍ୱପ୍ନ
ସୁନେଲି ସ୍ୱପ୍ନ
1 min
6.8K
ସୁନେଲି ସପ୍ନରେ
ତୁମ ପାଇଁ କରିଛି ନଅର
ଆଙ୍କିଦେଇଛି ଛବିଟିଏ
ହୃଦୟରେ ମୋର
ତୁମେ ମୋ ଜୀବନର
ଅଭୁଲା ଗୀତଟିଏ
ତୁମ ସହ ଏ ହୃଦୟ ବନ୍ଦା
ଲେଖିଛି ଗୋଟିଏ କବିତା
ଆସିଲ କେଉଁ ଦୁନିଆରୁ
ତୁମ ସହ ହେଲା ଦେଖା
ଭୁଲିଗଲି ଜୀବନର ସବୁ ସୀମା
ତୁମ ଫେରିବା ବାଟକୁ ରହିଛି ଏକା
ହେ ମୋର ପ୍ରିୟତମା
ତୁମେ ମୋ ପ୍ରେମର କବିତା..........
ପ୍ରମିଳା ସାହୁ