Audio

Forum

Read

Contests

Language


Write

Sign in
Wohoo!,
Dear user,
ଭଲ – ମନ୍ଦ
ଭଲ – ମନ୍ଦ
★★★★★

© Chittaranjan Lenka

Inspirational Abstract Others

1 Minutes   1.3K    1


Content Ranking

ରୋଗ ଯଦି କିଛି   ନ ଥାନ୍ତା ସଂସାରେ

କିବା ଲୋଡା ଡାକତର

ଚୋରି ଯଦି କେହି    ନ କରିବେ ଏଠି

କେଉଁ କାମ ପୋଲିସିର???


ଦେଶ ଦେଶ ମଧ୍ୟେ   ଶତୃ ନ ରହିଲେ

ସୁରକ୍ଷା କି ଦରକାର

ଏ ସବୁ ନ ଥିଲେ   ବେକାର ଜ୍ଜ୍ୱାଳାରେ

କି ହୁଅନ୍ତା ସଂସାରର???


ଏବେ ଭାବି ଦେଖ  କାହିଁକି ଗଢିଛି

ବିଧାତା ଏହି ପ୍ରକାର

ବଞ୍ଚିବାକୁ ହେଲେ  ଖାଲି ଭଲ ନୁହେଁ

ମନ୍ଦର ବି ଦରକାର



ଚିତ୍ତ ରଞ୍ଜନ ଲେଙ୍କା (କଟକ)©

ଭଲ ମନ୍ଦ ଦେଶ ସୁରକ୍ଷା

Rate the content


Originality
Flow
Language
Cover design

Comments

Post


Some text some message..