Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Dr Jharana Satapathy

Others

2  

Dr Jharana Satapathy

Others

ପ୍ରତିଶ୍ରୁତି

ପ୍ରତିଶ୍ରୁତି

1 min
7.1K


ଜୀବନରେ କିଛି ପୂଣ୍ୟ କରିନାହିଁ

କାଳିଆରେ ତତେ ରହିଛି ଅନାଇ

ସୁଖ ଦୁଃଖ ପ୍ରଭୂ ତୁମରି କରୁଣା

କରିବୁନି କେବେ ତୋ କରୁଣାରୁ ଊଣା

କେତେ ଆଉ ସ୍ବପ୍ନ ଆଉ ପ୍ରତିଶ୍ରୁତି ଦେବୁ

ଗୁହାରିଟି ମୋର କେବେ ତୁ ଶୁଣିବୁ

କରୁଛି ଗୁହାରି ଶୁଣିବୁ ତୁ ମନେ

ହାତ ଧରି ମୋର କହିବୁ ତୁ ଦିନେ

ଡାକୁଥିବି ନିତି ଡାକିବି ଏମିତି

ପଲକେ ପଛେ ପଡିବିନି ଥକି


ଡକ୍ଟର ଝରଣା ଶତପଥୀ

ଭୁବନେଶ୍ବର


Rate this content
Log in