ତୁମେ
ତୁମେ
1 min
344
ଶ୍ରାବଣର ପରେ,ଭିଜାମାଟି ତୁମେ
ମୋତେ ଭିଜାଏ ତା ବାସ
ସବୁ ଅଧ୍ୟାୟରେ, ପଡିଥାଏ ପ୍ରେମେ
ତମର ଭାଙ୍ଗିନି ରୋଷ..
ଆର ଜନମର,ଶେଷଇଛା ବୋଧେ
ଏ ଜନମରେ ଖୋଜୁଛି
ତୁମେ ବହୁଦର,ଜାଣିସାରି ବାଧେ
ଅଜାଣତେ ମୁଁ ଭିଜୁଛି..