ତୁମେ
ତୁମେ
1 min
438
ଫୁଲ କହିବି, ନା ଫୂଲେଇ
ଇଛା ରଖିବାକୁ ସଜେଇ
ଦେଇ ପାରିବିନି ମୂଲ ,
ଜୀବ କହିବି ,ନା ଜୀବନ
ଯାହାପାଇଁ ଚାଲେ ସ୍ପନ୍ଦନ
ସିଏ ସବୁଦିନ ଅମୂଲ ....
ଭାବି ହେଉଥିବି ଖୁସି
ଯାଇ ପାରିବିନି ଭାସି
ସମୟ ଟାଣିଛି ପାଲ,
ସ୍ବପ୍ନ ହେଇଯାଉ ମିଛ
ତୁମେ ହୃଦୟରେ ଅଛ
ବଞ୍ଚିଯିବି ପାଇ ଭଲ .....