Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ajaya Mahala

Romance

2  

Ajaya Mahala

Romance

ହୋଇ ଆସେ ଆଖି ତନ୍ଦ୍ରା ବିଭୋର

ହୋଇ ଆସେ ଆଖି ତନ୍ଦ୍ରା ବିଭୋର

1 min
6.6K


ହୋଇ ଆସେ ଆଖି ତନ୍ଦ୍ରା ବିଭୋର

ମଳିନ ହୁଅଇ ଆକାଶେ ଶଶୀ

ନେସୀ ହୋଇ ଯାଏ ଆଖିର କଜଳ ||

କବରୀରୁ ମଲ୍ଲୀ ଯାଏ ଯେ ଖସି

ରିମ୍ ଝିମ୍ ଗାଏ ବର୍ଷା ବାହାରେ

ଆନମନା କରେ ମଧୁ ସଂଗୀତ

ତାନହରା ହୁଏ ଛାତିର ନିଶ୍ବାସ

କେବେ ମନ୍ଦ ପୁଣି କେବେ ସେ ଦ୍ରୁତ ||


Rate this content
Log in

Similar oriya poem from Romance