Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Dharitri Mallick

Others

2.5  

Dharitri Mallick

Others

କର୍ତ୍ତବ୍ୟ ଜ୍ଞାନ ଶୂନ୍ୟ ଦୁନିଆରେ

କର୍ତ୍ତବ୍ୟ ଜ୍ଞାନ ଶୂନ୍ୟ ଦୁନିଆରେ

1 min
1.4K



କେ ନ ରହିଲେ ନାହିଁ,

ସ୍ୱାର୍ଥ ଦେଖି ହେଲେ ସଭିଏଁ ଦୂର,

କଥାର ମାନ ନ ରଖିଲେ କେହି,

କର୍ତ୍ତବ୍ୟ ,ଦାୟିତ୍ୱ ଜ୍ଞାନ ଶୂନ୍ୟ ହୋଇ ବଞ୍ଚିଛ କାହା ପାଇଁ?

ମଣିଷ ନା ପଶୁ ସମାଜ ?

ନ ଯାଅ ପ୍ରଭୁ ଶିବ ମୋତେ ଏଠି ଏକା ଛାଡ଼ି ।।


( ଧରିତ୍ରୀ )


Rate this content
Log in