Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Pramila Sahoo

Abstract

2  

Pramila Sahoo

Abstract

ମୁଁ

ମୁଁ

1 min
7.1K


ଏବେ ଜୀବନର ଶେଷ ପାହାଚରେ

ନା ଅଛି ମନରେ କିଛି ଆଶା ନା ଦୁଃଖ

ବଣ ମଲ୍ଲି ପରି ଜୀବନ ଗଲା ଝରି

ହସ ଲୁହ ସବୁ ମୋ ପାଇଁ ଏକା ପରି

ଦିନେ ପ୍ରଜାପତି ପାଇଁ ମନଥିଲା ବ୍ୟସ୍ତ

ଏବେ କିନ୍ତୁ ମୁଁ ପୁରା ସ୍ଥିର ବାସ୍ ଯେମିତି

ଆମ ଗାଁ ବରଗଛ ସେମିତି ମୁଁ ଅବସ୍ଥିତ

ଖରା, ବର୍ଷା, ଶୀତ,ସବୁ ଆଜି ସମାନ

ଆମ ଗାଁ ଛୋଟ ଝରଣା ପରି ଆଖି ଲୁହ ଯାଏ ଝରି........

ପ୍ରମିଳା ସାହୁ


Rate this content
Log in