Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasanta Bhunya

Inspirational

3  

Prasanta Bhunya

Inspirational

ଅନୁୟାନ

ଅନୁୟାନ

1 min
13.4K


 ଶୀତ ଋତୁ ଏବେ ମାଗୁଛି ମେଲାଣି

ବସନ୍ତଗାଥାର ବେଳ।

ଋତୁରଙ୍ଗ ସଙ୍ଗ ସଜନୀ ଏବେ ଲୋ

ଜୀବନ ଅମୂଲ ମୂଲ॥

ବିଦାବିଦି ନୋହି ଯିବ ଶୀତ ଏକା

ବହିବ ବସନ୍ତ ବାଆ।

ଭାସି ଯାଉଅଛି ଆମ୍ଭ ଜୀବନର

ପ୍ରୀତି ସରାଗର ନାଆ॥

ହାତରେ ହାତଲୋ ପାଦକୁ ପାଦରେ

ମିଶାଇ ଗାଇବା ଗୀତ।

ବସନ୍ତରାସର ଦିବ୍ୟ ଅବଭାସେ

ଏଇମତେ ଥିବା ନିତ୍ୟ॥

-ପ୍ରଭୂ


Rate this content
Log in

Similar oriya poem from Inspirational