Audio

Forum

Read

Contests

Language


Write

Sign in
Wohoo!,
Dear user,
ଅନୁୟାନ
ଅନୁୟାନ
★★★★★

© Prasanta Bhunya

Inspirational

1 Minutes   13.3K    3


Content Ranking

 ଶୀତ ଋତୁ ଏବେ ମାଗୁଛି ମେଲାଣି

ବସନ୍ତଗାଥାର ବେଳ।

ଋତୁରଙ୍ଗ ସଙ୍ଗ ସଜନୀ ଏବେ ଲୋ

ଜୀବନ ଅମୂଲ ମୂଲ॥

ବିଦାବିଦି ନୋହି ଯିବ ଶୀତ ଏକା

ବହିବ ବସନ୍ତ ବାଆ।

ଭାସି ଯାଉଅଛି ଆମ୍ଭ ଜୀବନର

ପ୍ରୀତି ସରାଗର ନାଆ॥

ହାତରେ ହାତଲୋ ପାଦକୁ ପାଦରେ

ମିଶାଇ ଗାଇବା ଗୀତ।

ବସନ୍ତରାସର ଦିବ୍ୟ ଅବଭାସେ

ଏଇମତେ ଥିବା ନିତ୍ୟ॥

-ପ୍ରଭୂ

ଅନୁୟାନ ପ୍ରୀତି ଜୀବନ

Rate the content


Originality
Flow
Language
Cover design

Comments

Post


Some text some message..