Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Hrushikesh Satpathy

Others

2  

Hrushikesh Satpathy

Others

ଜୀବନ ସୁନ୍ଦର

ଜୀବନ ସୁନ୍ଦର

1 min
7.1K


ପ୍ରହେଳିକା ନୁହେଁ,
ପ୍ରତାରଣା ନୁହେଁ
ନୁହେଁ ଛଳନା,ଲାଂଛନା ।

ଜୀବନ ଯେ ଖାଲି
ସୁନ୍ଦର ସପନ
ଜୀବନ୍ତ ପ୍ରିୟ ଖେଳଣା ।

ହସ ଖୁସି ମେଳେ
ବଂଚିବା ଶିଖିଲେ
ଭରିଯାଏ କେତେ ରଙ୍ଗ ।

ସୁରଭିତ ହୁଏ
ଜୀବନର ପଥ
ଆସେନା ଦୁଃଖ ତରଙ୍ଗ ।


Rate this content
Log in