ଏଇ ତ ମଣିଷ ଜୀବନ
ଏଇ ତ ମଣିଷ ଜୀବନ
1 min
6.8K
ଶ୍ରାବଣ ମିଳୁ କି ଫଗୁଣ
ଫୁଲ ମିଳୁ କି କଣ୍ଟା
ଆପଣାର ଜନକୁ
ହସେଇ ପାରିଲେ ତ ସାର୍ଥକ ଜୀବନ……
ପାଇବାର ଆଶା କମ୍
ଦେବାର ଆଶା ଅଧିକ
ଏଇ ତ ମଣିଷ ଜୀବନ……||