ଦୀପ
ଦୀପ
1 min
1.5K
ଦୀପ
ଦୀପତ ଜଳିଲା ଆଲୋକିତ ହୋଇ
ଅନ୍ଧକାର ସବୁ କଲା ସେ ଦୂରେଇ
ହସ ଖୁସିରେ ଅତି ବିଭୋର ହୋଇ
ନିଜେ ଜଳି ଅନ୍ୟକୁ ଆଲୋକ ଦେଇ
ଦୀପଠାରୁ ଶିକ୍ଷା ପାଇଲେନି କେହି
ଜଗତର ମଂଗଳ କରୁଥାଏ ସେହି
ଡକ୍ଟର ଝରଣା ଶତପଥୀ