Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ram Prasad Bisoi

Others

2  

Ram Prasad Bisoi

Others

ଆର୍ତ୍ତନାଦ

ଆର୍ତ୍ତନାଦ

1 min
1.4K


  • ଆର୍ତ୍ତନାଦ-------------!

    ପ୍ରଜ୍ୟାପ୍ତ ବ୍ୟସ୍ତତା , ବତିସ୍ପୃହ ଜୀବନ, ହିସାବ, ନିକାଶ,ଭାଗମାପ, କଣ୍ଟା ,ଦଣ୍ଡର ଜୀବନଶୈଳୀ, ଭୋକ ଭେକର ସଂଘର୍ଷ, କାମନା, ଅଭିଳାଷ, ବିକାଶ ,ସମୃଦ୍ଧି ଭିତରେ ପରିଚୟ ଖୋଜୁଥିବା ରକ୍ତ,ମାଂସ,ହାଡର ଶରୀର । (୧) ନିତି ଭାଙ୍ଗି ଗଢୁଥିବା ଆତ୍ମବିଶ୍ୱାସର ଘର , ପ୍ରତାରଣା,ଭ୍ରଷ୍ଟ,ମଣିଷ ବୋଲାଇ ହେଉଥିବା ଅମଣିଷଙ୍କ ଭିତରେ, କିଏ ? ଶୁଣୁଛି ରାତ୍ରିର ସାଙ୍ଢ୍ରତା ସାଧାରଣ ମଣିଷର ସମସ୍ତେ ଯେ ସୁପ୍ତ ଶ୍ବଶନେ ବିକଟ ,କରୁଣ ସେ ଭୋକିଲା କୁକୁରର ଆର୍ତ୍ତନାଦ, ଆର୍ତ୍ତନାଦ ।

    ରାମ ବିଶୋଇ, @କାଶ୍ୟପ ୧୭-୭-୧୬ ସକାଳ-୧୦ ଟା, ରାୟଗଡ଼ା ।

     
     


Rate this content
Log in