Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Susil Pani

Inspirational Abstract Others

2  

Susil Pani

Inspirational Abstract Others

ଜୀବନ ଆଉ ଯୌବନ

ଜୀବନ ଆଉ ଯୌବନ

1 min
7.0K


ଜୀବନ ଆଉ ଯୌବନ ମଧ୍ୟେ ଚାଲଇ ତର୍କ 

ଯୌବନ କୁହେ ଜୀବନରେ ମୋର ଆଗମନ 

ହେଲେ ଜୀବନଟା ହୁଏ ରୁଧିବନ୍ତ ଓ ବଳିଷ୍ଠ ।

ଜୀବନ କୁହେ ଯୌବନ ଆସିଲେ 

ମୋର ଆସି ଜାଏ ସତ ଶକ୍ତି 

ହେଲେ ନିଦା ଅପବାଦରେ 

ମୁଁ ହୋଇଯାଏ ପୋତି ।

ଶୈଶବରେ ମୁହିଁ ଥିଲି

ଯେ ଶାନ୍ତ ଶରଳ

ଯୌବନ ଆସିବାରୁ ମୁଁ ହୋଇଲି ନିଷ୍ଠୁର ।

ନାରୀର ସୌନ୍ଦର୍ଯ୍ୟରେ ଗଲି ମୁଁ ହିଁ ପଡି

କାମନା ବାସନାରେ ହେଲି ନିତି ଯୋଡି।

ବାରଧକ ଆସିବାରୁ ଭଜିଲି ରାମ ନାମ

ହେଲେ କାମନା ବାହାରେ ବୁଡି ରହିଥିବାରୁ

ମୋର ମନ ନହେଲା ସଂଜତ ।

ଠାକୁରଙ୍କ ପାଖେ ବସି ଭାବେ 

କୁସଙ୍ଗରେ ବିତିଯିବା ଦିନ

ଠାକୁରଙ୍କ ନାମେ କି ମନ ଦବ 

ତା ଜୀବନ ହୋଇଯାଏ ନଷ୍ଟ ।

@ ସୁସିଲ୍ ପାଣି ,ପୁରୀ ।


Rate this content
Log in

Similar oriya poem from Inspirational