Audio

Forum

Read

Contests

Language


Write

Sign in
Wohoo!,
Dear user,
ଜୀବନ ଆଉ ଯୌବନ
ଜୀବନ ଆଉ ଯୌବନ
★★★★★

© Susil Pani

Inspirational Abstract Others

1 Minutes   6.8K    1


Content Ranking

ଜୀବନ ଆଉ ଯୌବନ ମଧ୍ୟେ ଚାଲଇ ତର୍କ 

ଯୌବନ କୁହେ ଜୀବନରେ ମୋର ଆଗମନ 

ହେଲେ ଜୀବନଟା ହୁଏ ରୁଧିବନ୍ତ ଓ ବଳିଷ୍ଠ ।

ଜୀବନ କୁହେ ଯୌବନ ଆସିଲେ 

ମୋର ଆସି ଜାଏ ସତ ଶକ୍ତି 

ହେଲେ ନିଦା ଅପବାଦରେ 

ମୁଁ ହୋଇଯାଏ ପୋତି ।

ଶୈଶବରେ ମୁହିଁ ଥିଲି

ଯେ ଶାନ୍ତ ଶରଳ

ଯୌବନ ଆସିବାରୁ ମୁଁ ହୋଇଲି ନିଷ୍ଠୁର ।

ନାରୀର ସୌନ୍ଦର୍ଯ୍ୟରେ ଗଲି ମୁଁ ହିଁ ପଡି

କାମନା ବାସନାରେ ହେଲି ନିତି ଯୋଡି।

ବାରଧକ ଆସିବାରୁ ଭଜିଲି ରାମ ନାମ

ହେଲେ କାମନା ବାହାରେ ବୁଡି ରହିଥିବାରୁ

ମୋର ମନ ନହେଲା ସଂଜତ ।

ଠାକୁରଙ୍କ ପାଖେ ବସି ଭାବେ 

କୁସଙ୍ଗରେ ବିତିଯିବା ଦିନ

ଠାକୁରଙ୍କ ନାମେ କି ମନ ଦବ 

ତା ଜୀବନ ହୋଇଯାଏ ନଷ୍ଟ ।

@ ସୁସିଲ୍ ପାଣି ,ପୁରୀ ।

ଯୌବନ ଜୀବନ ନଷ୍ଟ ଚରିତ୍ର

Rate the content


Originality
Flow
Language
Cover design

Comments

Post


Some text some message..