Audio

Forum

Read

Contests

Language


Write

Sign in
Wohoo!,
Dear user,
ତମେ ଆଉ ମୁଁ- ଚେନାଏ କବିତା
ତମେ ଆଉ ମୁଁ- ଚେନାଏ କବିତା
★★★★★

© Sarada Parida

Romance Abstract Others

1 Minutes   6.4K    5


Content Ranking

ଚୁପ

ଏଣିକି ମୋ ପାଇଁ ନୋ ଏଣ୍ଟ୍ରି

ସ୍ଵପ୍ନ ମାନଙ୍କର

ଆଉ ମୋତେ ଲୋଡା ନାହିଁ

ଫୁଲ ଫଗୁଣର

ଫୁଲ ଝଡେ ସ୍ଵପ୍ନ ଝଡେ

ମନ ଝଡିଗଲେ

ଲୁହ ଝରେ ମରମରେ

ନିଃସଙ୍ଗ ପଣରେ । 

ତୁମେ ଓ ମୁଁ କବିତା ନିଃସଙ୍ଗ

Rate the content


Originality
Flow
Language
Cover design

Comments

Post


Some text some message..