ତମେ ଆଉ ମୁଁ- ଚେନାଏ କବିତା
ତମେ ଆଉ ମୁଁ- ଚେନାଏ କବିତା
ଚୁପ
ଏଣିକି ମୋ ପାଇଁ ନୋ ଏଣ୍ଟ୍ରି
ସ୍ଵପ୍ନ ମାନଙ୍କର
ଆଉ ମୋତେ ଲୋଡା ନାହିଁ
ଫୁଲ ଫଗୁଣର
ଫୁଲ ଝଡେ ସ୍ଵପ୍ନ ଝଡେ
ମନ ଝଡିଗଲେ
ଲୁହ ଝରେ ମରମରେ
ନିଃସଙ୍ଗ ପଣରେ ।
ଚୁପ
ଏଣିକି ମୋ ପାଇଁ ନୋ ଏଣ୍ଟ୍ରି
ସ୍ଵପ୍ନ ମାନଙ୍କର
ଆଉ ମୋତେ ଲୋଡା ନାହିଁ
ଫୁଲ ଫଗୁଣର
ଫୁଲ ଝଡେ ସ୍ଵପ୍ନ ଝଡେ
ମନ ଝଡିଗଲେ
ଲୁହ ଝରେ ମରମରେ
ନିଃସଙ୍ଗ ପଣରେ ।