Audio

Forum

Read

Contests

Language


Write

Sign in
Wohoo!,
Dear user,
ପ୍ରିୟା ...
ପ୍ରିୟା ...
★★★★★

© Indrabadal Mohanty

Romance

1 Minutes   1.2K    2


Content Ranking

ପ୍ରିୟା

(ଇନ୍ଦ୍ରବାଦଲ)

ପ୍ରିୟା ମୋର ଦେଖାହୁଏ ଆଜି ଏ ଅମଡା ରାସ୍ତାରେ

ତା' ତିରିଛି ଚାହାଣୀରେ

ପ୍ରେମର ସଉଦା କରିନିଏ ସେ ମୋ ସାଥୀରେ । 

 

ତା କଜଲର ଗାର ଓ ନାଲି ନାଲି ଅଧରରେ

ଭଲପାଇବାର ପ୍ରେରଣା

ସୃଷ୍ଟି କରେ ମୋ ମନ ଆଇନାରେ । 

 

ପୁଣି ପ୍ରେମର ନୂଆ ଏକ ଅନୁଭୂତି

ଆଜି ଆସି ପାଦ ଥାପେ ମୋ କଠୋର ହୃଦୟରେ

ତା' ଅଜଣା ସ୍ପର୍ଶରେ

ମୋ ଦେହେ ଉଷ୍ଣତାର ଶିହରଣ ସୃଷ୍ଟି ହୁଏ

ଆଜିର ଶୀତୁଆ ଜହ୍ନରାତିରେ

ଚନ୍ଦ୍ରମାର ରୂପେଲିକିରଣ ଆଜି ଉନ୍ମାଦତାରେ

ଭରିଦିଏ ତା' ସୁନ୍ଦରତାକୁ ମୋ ହୃଦୟର କୋଣଅନୁକୋଣରେ । 

 

ଅଭୁଲା ପ୍ରିୟତମା..

Rate the content


Originality
Flow
Language
Cover design

Comments

Post


Some text some message..