Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Indrabadal Mohanty

Romance

5.0  

Indrabadal Mohanty

Romance

ପ୍ରିୟା ...

ପ୍ରିୟା ...

1 min
1.3K


ପ୍ରିୟା

(ଇନ୍ଦ୍ରବାଦଲ)

ପ୍ରିୟା ମୋର ଦେଖାହୁଏ ଆଜି ଏ ଅମଡା ରାସ୍ତାରେ

ତା' ତିରିଛି ଚାହାଣୀରେ

ପ୍ରେମର ସଉଦା କରିନିଏ ସେ ମୋ ସାଥୀରେ । 

 

ତା କଜଲର ଗାର ଓ ନାଲି ନାଲି ଅଧରରେ

ଭଲପାଇବାର ପ୍ରେରଣା

ସୃଷ୍ଟି କରେ ମୋ ମନ ଆଇନାରେ । 

 

ପୁଣି ପ୍ରେମର ନୂଆ ଏକ ଅନୁଭୂତି

ଆଜି ଆସି ପାଦ ଥାପେ ମୋ କଠୋର ହୃଦୟରେ

ତା' ଅଜଣା ସ୍ପର୍ଶରେ

ମୋ ଦେହେ ଉଷ୍ଣତାର ଶିହରଣ ସୃଷ୍ଟି ହୁଏ

ଆଜିର ଶୀତୁଆ ଜହ୍ନରାତିରେ

ଚନ୍ଦ୍ରମାର ରୂପେଲିକିରଣ ଆଜି ଉନ୍ମାଦତାରେ

ଭରିଦିଏ ତା' ସୁନ୍ଦରତାକୁ ମୋ ହୃଦୟର କୋଣଅନୁକୋଣରେ । 

 


Rate this content
Log in

Similar oriya poem from Romance