Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Geeta Sarangi

Others

1.0  

Geeta Sarangi

Others

ଜୀବନ ଗୀତା- ୫୧

ଜୀବନ ଗୀତା- ୫୧

1 min
6.5K


ଜୀବନ ଗୀତା 
 
ଜୀବନସାଥୀ ଗୋ ଜୀବନସାଥୀ
ମୋ ଓଠରେ ହସ ଫୁଟାଇଛ ତମେ
ଲୁହ ସବୁ ପିଇପିଇ
ମୋ ଆଖିରେ ସ୍ୱପ୍ନ ଦେଖାଇଛ ତମେ
ରାତିସାରା ଚେଇଁଚେଇଁ ॥୦॥
 
ତମେ ମୋପାଇଁ ସବୁ ଦୁଃଖ ସହି
ସୁଖର ସିଡି ଗଢି ଦେଇଛ
କଣ୍ଟାରେ ଚାଲି ଫୁଲସଜା ଦୋଳି
ମୋପାଇଁ ତମେ ସଜାଇ ଅଛ
ମୋ ମନରେ ଆଶା ଭରିଛ ତମେ
ନିଜ ଆଶା ମାରିଦେଇ ॥୧॥
 
ନିଜର ଖୁସି ଛାଡି ଆଜି
ମୋ ମନେ ଖୁସି ଭରିଦେଇଛ
ତମରି ପାଇଁ ସଫଳତା ପାଇ
ଦେଖେ ତମେ ମୋ ପଛରେ ଅଛ
ମୋ ଜୀବନେ ସୁଖ ଭରିଛ ତମେ
ନିଜ ସୁଖ ଭୁଲିଯାଇ ॥୨॥


Rate this content
Log in