Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Disambar Meher

Inspirational Others

2.5  

Disambar Meher

Inspirational Others

ଲଗ୍ସି ମକେ ବନେ

ଲଗ୍ସି ମକେ ବନେ

1 min
244


ଇ ମାଏଟର୍ ପାଏନ୍

ବୁହି ଜାଉଛେ ଜୀବନେ

ମାଆ ମାଏଟ୍ ହୋ

ଲାଗ୍ସି ମକେ ବନେ ।

ଘମ୍ ଘମ୍ ଝାଲ୍ ବୁହି ଜାଉଥିଲେ

ପୁଛି ହେସିଁ ଛନେ

ଇ ଫଟା ପନତ୍ କାନି

ଲାଗ୍ସି ମକେ ବନେ ।

ମାଆ କୁଲେ ଥିଲେ ମୁଇ

ଦୁଖ୍ ଜଞ୍ଜାଲ୍ ନେଇ ଜାନେ

ପୋ ପୋ ବୋଲି ଡାକ୍ଲେ

ଲାଗ୍ସି ମକେ ବନେ ।

ଝର୍ ଝର୍ ଝରନା

ଝରି ଜାଉଛେ ପଖାନ୍ କର୍ପନେ

ସୁନାବେଡାର୍ ଗୋଧସ୍

ଲାଗ୍ସି ମକେ ବନେ ।

ଚେରେ ଚିରଗୁନ୍ ଡଙ୍ଗର୍ ପରବତ୍

ପୁରିଅଛେ କୋସଲ୍ ଠାନେ

ଇ କୋସଲ ମାଏଟ୍

ଲାଗ୍ସି ମକେ ବନେ ।

ଡିସମ୍ୱର ମେହେର

ଗଣ୍ତାବାହାଲି ନୂଆପଡା


Rate this content
Log in