କହିଦେ ତୋ ଅନ୍ତର କଥା
କହିଦେ ତୋ ଅନ୍ତର କଥା
ରାତି ତୁ କାଇଁ ଆଜି
ଭାରି ନିଦୁଆ ନିଦୁଆ ଦିଶୁଛୁ
ସତ କହ କାହା କଥା ରାତି ସାରା ଭାବୁଛୁ....||
ଆଖି ତୋ ଅଳସ ଭାଙ୍ଗେ
ଓଠେ ନୀରବତା
କହିଦେ ଆଉ ଲୁଚାନି
ତୋ ଅନ୍ତର ଭିତର କଥା....||
ରାତି ତୁ କାଇଁ ଆଜି
ଭାରି ନିଦୁଆ ନିଦୁଆ ଦିଶୁଛୁ
ସତ କହ କାହା କଥା ରାତି ସାରା ଭାବୁଛୁ....||
ଆଖି ତୋ ଅଳସ ଭାଙ୍ଗେ
ଓଠେ ନୀରବତା
କହିଦେ ଆଉ ଲୁଚାନି
ତୋ ଅନ୍ତର ଭିତର କଥା....||