Audio

Forum

Read

Contests

Language


Write

Sign in
Wohoo!,
Dear user,
ଲୁହ ନୁହେଁ
ଲୁହ ନୁହେଁ
★★★★★

© Disambar Meher

Tragedy

1 Minutes   7.0K    11


Content Ranking

ଏ ଲୁହ ନୁହେଁ 

ଏ ତ ଶ୍ରାବଣର ବାରିଧାରା

ମେଘ ଆସି ଛାତିରେ ବାଜିଲା 

ଝରି ପଡିଲା ଏ ମୁସଲଧାରା 

ଏ ଲୁହ ନୁହେଁ 

ଏ ତ ରକ୍ତର ଝରଣା

କହିପାରୁନି ସହିପାରୁନି 

କେମିତିକା ଏ ଯନ୍ତ୍ରଣା ।

ଏ ଲୁହ ନୁହେଁ 

ଏ ତ ସ୍ମୃତିର ପାଉଣା

ଚିହ୍ନା ଥିଲି ଦିନେ 

ଆଜି ହେଲି ମୁଁ ଅଜଣା ।

ଲୁହ ଯନ୍ତ୍ରଣା ସ୍ମୃତି

Rate the content


Originality
Flow
Language
Cover design

Comments

Post


Some text some message..