Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Disambar Meher

Tragedy

2  

Disambar Meher

Tragedy

ଲୁହ ନୁହେଁ

ଲୁହ ନୁହେଁ

1 min
7.2K


ଏ ଲୁହ ନୁହେଁ 

ଏ ତ ଶ୍ରାବଣର ବାରିଧାରା

ମେଘ ଆସି ଛାତିରେ ବାଜିଲା 

ଝରି ପଡିଲା ଏ ମୁସଲଧାରା 

ଏ ଲୁହ ନୁହେଁ 

ଏ ତ ରକ୍ତର ଝରଣା

କହିପାରୁନି ସହିପାରୁନି 

କେମିତିକା ଏ ଯନ୍ତ୍ରଣା ।

ଏ ଲୁହ ନୁହେଁ 

ଏ ତ ସ୍ମୃତିର ପାଉଣା

ଚିହ୍ନା ଥିଲି ଦିନେ 

ଆଜି ହେଲି ମୁଁ ଅଜଣା ।


Rate this content
Log in

Similar oriya poem from Tragedy