Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Shibanand Banchhor

Others

2  

Shibanand Banchhor

Others

ନୂଆଖାଇ

ନୂଆଖାଇ

1 min
7.6K



ବରଷ୍ କେ ଥରେ ଆସିଛେ ଆମର୍

ନୂଆଖାଇ ନୂଆ ପରବ୍

ପଶ୍ଚିମ ଓଡ଼ିଶାର ପରମ୍ପରା ତ

ହେଉଛେ ଆମର୍ ଗରବ୍ ।।

ମାଁ ସମଲେଇ ପାଦ୍ ତଳେ ମୁଇଁ

ମାରୁଛେ ଗୁଟେ ମୁଡିଆ

ମାଁ କେ ମୁଇ ଜୁହାର୍ କରି

ଖାଉଛେ ଆଜି ନୂଆ ।।

ମାଏଟ୍ ମାଁର ଆଏଜ୍ ପୂଜା କରି

କରୁଛେ ତାହାକେ ଗୁହାରୀ

ସବୁଆଡେ ତ ସୁନାର୍ ଫସଲ

ଦେବାର୍ କେ ତ ଭରି ।।

ପିଠାପଣାରେ ଚାରିଆଡେ ତ

ମହ ମହ କରୁଛେ କେତେ

ସବ୍ କର୍ ତ ମନ ତ ଅଛେ

କେତେ ଗହ ଗହ ସତେ ।।


ଶିବାନନ୍ଦ ବନଛୋର


Rate this content
Log in