Audio

Forum

Read

Contests

Language


Write

Sign in
Wohoo!,
Dear user,
ଶୂପ୍ତ ଅତୀତ
ଶୂପ୍ତ ଅତୀତ
★★★★★

© Trilochan Sahoo

Romance

1 Minutes   6.4K    7


Content Ranking

ଋତୁ ଫେରିଯାଏ

ମନ ମରିଯାଏ

ଫଗୁଣ ବି ଫେରେ ଏଠି

ଗ୍ରୀଷ୍ମ ନିଦାଘରେ

ବର୍ଷା ବି ଫେରଇ

ତୁମେ ଫେର ଥରେ ସାଥି ।

ସ୍ଵପ୍ନ ସରିଗଲେ

ବଞ୍ଚିବାର ଆଶା

ଧୀରେ ଧୀରେ ଯାଏ ଥମି ।


ବଞ୍ଚିଛି ବଞ୍ଚିବି ତୁମ ପାଇଁ ସଖି

ଫେରିବାର ଆଶା ନେଇ ।

ଆସିବ ବୋଲିତ କହିଥିଲ ବୋଲି

ଅନାଇ ବସିଛି ଚାହିଁ ।

ନାଫେରିଣ ତୁମେ

ଠକି ଦେଇଗଲ

ପ୍ରେମର ପ୍ରତୀକ ପାଇଁ ।

ପ୍ରେମର ପ୍ରତୀକ ପାଇଁ ।

ଶୂପ୍ତ ଅତୀତ ପ୍ରେମ ସ୍ଵପ୍ନ

Rate the content


Originality
Flow
Language
Cover design

Comments

Post

Some text some message..