ଶୂପ୍ତ ଅତୀତ
ଶୂପ୍ତ ଅତୀତ
ଋତୁ ଫେରିଯାଏ
ମନ ମରିଯାଏ
ଫଗୁଣ ବି ଫେରେ ଏଠି
ଗ୍ରୀଷ୍ମ ନିଦାଘରେ
ବର୍ଷା ବି ଫେରଇ
ତୁମେ ଫେର ଥରେ ସାଥି ।
ସ୍ଵପ୍ନ ସରିଗଲେ
ବଞ୍ଚିବାର ଆଶା
ଧୀରେ ଧୀରେ ଯାଏ ଥମି ।
ବଞ୍ଚିଛି ବଞ୍ଚିବି ତୁମ ପାଇଁ ସଖି
ଫେରିବାର ଆଶା ନେଇ ।
ଆସିବ ବୋଲିତ କହିଥିଲ ବୋଲି
ଅନାଇ ବସିଛି ଚାହିଁ ।
ନାଫେରିଣ ତୁମେ
ଠକି ଦେଇଗଲ
ପ୍ରେମର ପ୍ରତୀକ ପାଇଁ ।
ପ୍ରେମର ପ୍ରତୀକ ପାଇଁ ।