Audio

Forum

Read

Contests

Language


Write

Sign in
Wohoo!,
Dear user,
ଭାଇ ଭଉଣୀ
ଭାଇ ଭଉଣୀ
★★★★★

© Chittaranjan Lenka

Abstract Inspirational

1 Minutes   1.3K    5


Content Ranking

ଭଉଣୀର କଥା ଯେଉଁ ଭାଇ ପାଇଁ

ଯେତେ ମିଠା ଲାଗୁଥାଏ

ତା କଥାରେ ଯଦି ଅଭିମାନ ଥାଏ

ତା ଠାରୁ କି ମିଠା ନୁହେଁ ?

ଭଉଣୀର ହସ ଯେଉଁ ଭାଇ ପାଇଁ

ଯେତିକି ଆନନ୍ଦ ଦିଏ

ରୁଷି ଯାଇ ଯଦି ଟିକେ ହସି ଦିଏ

କି ସୁନ୍ଦର ଲାଗେ ହାଏ ?

ଭଉଣୀରର ଦୁଃଖ ଯେଉଁ ଭାଇ ପାଇଁ

ଯେତିକି ଯାତନା ଦିଏ

ଭାଇ ଯଦି ଦୁଃଖ ଫେଡି ନ ପାରଇ

ତା ଠାରୁ କି କଷ୍ଟ ଥାଏ ?

ଚିତ୍ତରଞ୍ଜନ ଲେଙ୍କା

କଟକ

ଭାଇ ଭଉଣୀ ସୁନ୍ଦର

Rate the content


Originality
Flow
Language
Cover design

Comments

Post


Some text some message..