Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Nilakantha Dash

Romance

1.0  

Nilakantha Dash

Romance

ପ୍ରିୟାର ଅନୁଭୂତି

ପ୍ରିୟାର ଅନୁଭୂତି

1 min
348


ମନ ଚାହେଁ ଆଜି ଆକାଶରେ ଉଡିବାକୁ 

ଉଡି ଉଡି ବହୁଦୂର ଚାଲିଯିବାକୁ 

ପ୍ରିୟା ଅଛି ମୋର ପରି ରାଇଜରେ 

ପହଞ୍ଚିଯାଆନ୍ତି କି ମୁଁ ପ୍ରିୟାର ପାଖରେ ।

ପ୍ରିୟାକୁ କରନ୍ତି ମୁଁ ଆଲିଙ୍ଗନ 

ଓଷ୍ଟରେ ଭରି ଦିଅନ୍ତି ଗଭୀର ଚୁମ୍ବନ 

ନୃତ୍ୟ କରନ୍ତି ମୁଁ ପ୍ରିୟାକୁ ଧରି 

ରାସ କରନ୍ତି ଯେପରି ପ୍ରଭୁ ଶ୍ରୀହରି ।

ପ୍ରିୟା ଠାରୁ ମୁଁ ପାଆନ୍ତି ଆଦର 

ହାତରେ ଦିଅନ୍ତି ତାକୁ କେତେ ଉପହାର 

ଉପହାର ପାଇ ପ୍ରିୟା ହୁଅନ୍ତା ଖୁସି 

ମିଠା ମିଠା କଥା କୁହନ୍ତା ମୋ ପାଖରେ ବସି ।

ପ୍ରିୟା ଉପରୁ ହଟ୍ଉ ନଥିବ ମୋର ନଜର 

ପ୍ରିୟାର ସଖି ମାନେ ମୁରୁକି ହସୁଥିବେ ବାରମ୍ବାର 

ପ୍ରିୟା ପାଖରେ ବସି ମୁଁ କରନ୍ତି ଭୋଜନ ।

ପରଷଇ ଦିଅନ୍ତା ମୋତେ ସେ ସୁସ୍ୱାଦୁ ବ୍ୟଞ୍ଜନ 

ଭୋଜନ ସାରି ମୁଁ ପ୍ରିୟାଠୁ ନିଅନ୍ତି ବିଦାୟ 

ହୋଇଯାନ୍ତା କି ମୋପାଇଁ ଏହା ଅତି ସ୍ମରଣୀୟ ।



Rate this content
Log in

Similar oriya poem from Romance