Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଗଣତନ୍ତ୍ର (3)
ଗଣତନ୍ତ୍ର (3)
★★★★★

© Surjyakanta Dash

Others

1 Minutes   6.9K    5


Content Ranking

ଗଣତନ୍ତ୍ର (3)

ଆଜିର ସକାଳ ଫିକା ଫିକା

 ସୁର୍ଯ୍ୟନ୍କର ଉଦସିଆ କିରଣ

 ସକାଳର ସୁନ୍ୟତାର ଛାତିଚିରି

 ଭାସିଆସେ ଯନ୍ତ୍ର ଭିତରୁ

 ଦେଶ ବନ୍ଦନାର ସ୍ବର

 ଜନଗଣ -ମନଅଧି -ନାୟକ୍ ଜୟ ହେ

 ଆଉ ବୋଧେ କିଛି ସମୟ ପରେ

 ତ୍ରିରନ୍ଗା ଉଡିବାର ସମୟ

 କେତେ କେତେ ସାଜ ସଜା

 ପୋଲିସ୍ ବାହିନିଂକଠାରୁ ଆରମ୍ଭ କରି

 ସମସ୍ତିଂକ ପ୍ୟାରେଡ୍

 କୁନି କୁନି ପିଲାମାନେ ବେଶ୍ ଖୁଶୀ

 ଜନ-ଗଣ-ମନ ସଂଗୀତ ଗାନ କରି

 ସ୍ବାଗତ କରିବେ ଜନ ନାୟକଂକୁ

 ଲୋକ ନାୟକ ସ୍ବାଗତ ଭାସନ ଦେବେ

 ସତାଧିକ ମିଛ କଥା କହି

 ଅଜସ୍ର ପ୍ରଲୋଭନ ଦେଖାଇ

 ଦେଶ ମାତୃକାର ନାମ ରଖିବେ

 ଗଣତନ୍ତ୍ରରେ ଗଣତନ୍ତ୍ର ର ଜବାବ୍ ଦେବେ … 

ଗଣତନ୍ତ୍ର (3)

Rate the content


Originality
Flow
Language
Cover design

Comments

Post

Some text some message..