ଗଣତନ୍ତ୍ର (3)
ଗଣତନ୍ତ୍ର (3)
1 min
7.0K
ଗଣତନ୍ତ୍ର (3)
ଆଜିର ସକାଳ ଫିକା ଫିକା
ସୁର୍ଯ୍ୟନ୍କର ଉଦସିଆ କିରଣ
ସକାଳର ସୁନ୍ୟତାର ଛାତିଚିରି
ଭାସିଆସେ ଯନ୍ତ୍ର ଭିତରୁ
ଦେଶ ବନ୍ଦନାର ସ୍ବର
ଜନଗଣ -ମନଅଧି -ନାୟକ୍ ଜୟ ହେ
ଆଉ ବୋଧେ କିଛି ସମୟ ପରେ
ତ୍ରିରନ୍ଗା ଉଡିବାର ସମୟ
କେତେ କେତେ ସାଜ ସଜା
ପୋଲିସ୍ ବାହିନିଂକଠାରୁ ଆରମ୍ଭ କରି
ସମସ୍ତିଂକ ପ୍ୟାରେଡ୍
କୁନି କୁନି ପିଲାମାନେ ବେଶ୍ ଖୁଶୀ
ଜନ-ଗଣ-ମନ ସଂଗୀତ ଗାନ କରି
ସ୍ବାଗତ କରିବେ ଜନ ନାୟକଂକୁ
ଲୋକ ନାୟକ ସ୍ବାଗତ ଭାସନ ଦେବେ
ସତାଧିକ ମିଛ କଥା କହି
ଅଜସ୍ର ପ୍ରଲୋଭନ ଦେଖାଇ
ଦେଶ ମାତୃକାର ନାମ ରଖିବେ
ଗଣତନ୍ତ୍ରରେ ଗଣତନ୍ତ୍ର ର ଜବାବ୍ ଦେବେ …