Audio

Forum

Read

Contests

Language


Write

Sign in
Wohoo!,
Dear user,
ପ୍ରେମର ପ୍ରତିଶବ୍ଦ - ୩
ପ୍ରେମର ପ୍ରତିଶବ୍ଦ - ୩
★★★★★

© Padarbinda Rath

Others Inspirational

1 Minutes   1.2K    5


Content Ranking

ପ୍ରେମର ପ୍ରତିଶବ୍ଦ -୩

ଲୁହଭରା ନୟନେ କୋହଭରା ହୃଦୟେ

ତୋ ସ୍ମୃତିକୁ ଧରି ସଂଗେ 
ବନ୍ଧନରୁ ମୁକ୍ତ ଭାବନାକୁ ନକରି ବ୍ୟକ୍ତ,

ପଥଭ୍ରଷ୍ଟ ମୁଁ ଏ ପଥର ଶୀର୍ଷ ପ୍ରାନ୍ତରେ
ଅପେକ୍ଷା ମୋ ଅଶ୍ରୁ ନିତ୍ୟ ନୟନେ

କଷ୍ଟର ପରିଧିକୁ ଦେଖିବାକୁ ଏ ବିଲୁପ୍ତ ସାଗରେ

ଶେଷ ପ୍ରାଣ

Rate the content


Originality
Flow
Language
Cover design

Comments

Post


Some text some message..