Audio

Forum

Read

Contests

Language


Write

Sign in
Wohoo!,
Dear user,
ପ୍ରେମ ଅଙ୍କ
ପ୍ରେମ ଅଙ୍କ
★★★★★

© Prasant Kumar Nath

Romance

5 Minutes   6.7K    8


Content Ranking

ପ୍ରେମ ନୁହେଁ ଏକ ସହଜ ମିଶାଣ

ଦୁଇ ମନ ମିଶିଯିବ

ଧୋକା ନୁହେଁ ଏକ ସହଜ ଫେଡାଣ

ସହଜରେ ଭୂଲି ହେବ ।

ପ୍ରେମ ନୁହେଁ ଏକ ସହଜ ଗୁଣନ

ଖୁସି ଦ୍ଵିଗୁଣିତ ହେବ

ବିରହ ନୁହଇଁ ସହଜ ହରଣ

ଦୁଃଖ ସବୁ ହରିଯିବ ।

ପ୍ରେମର ମିଶାଣ କରିବାକୁ ହେଲେ

ଈର୍ଷାକୁ କରିବ ତ୍ୟାଗ

ବିରହ ଦୁଃଖର ହରଣ ପାଇଁକି

ମନରୁ ଭୁଲିବ ରାଗ ।

ପ୍ରେମ ଅଙ୍କ ଏଠି ନୁହଁଇ ସରଳ

ସହଜରେ କଷି ହେବ

ସୂତ୍ର ଟିକେ ପରା ଭୁଲ ହୋଇଗଲେ

ଅଛିଣ୍ଡା ପାଲଟି ଯିବ ।

ପ୍ରଶାନ୍ତ କୁମାର ନାଥ

ସୁନ୍ଦରପୂର,ଉତ୍ତରକୁଳ ହାଟ,

ପ୍ରୀତିପୁର,ଯାଜପୁର ।

ମୋ-08892301143

ପ୍ରେମ ଗଣିତ ହୃଦୟ

Rate the content


Originality
Flow
Language
Cover design

Comments

Post


Some text some message..