Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasant Kumar Nath

Romance

2  

Prasant Kumar Nath

Romance

ପ୍ରେମ ଅଙ୍କ

ପ୍ରେମ ଅଙ୍କ

5 mins
7.0K


ପ୍ରେମ ନୁହେଁ ଏକ ସହଜ ମିଶାଣ

ଦୁଇ ମନ ମିଶିଯିବ

ଧୋକା ନୁହେଁ ଏକ ସହଜ ଫେଡାଣ

ସହଜରେ ଭୂଲି ହେବ ।

ପ୍ରେମ ନୁହେଁ ଏକ ସହଜ ଗୁଣନ

ଖୁସି ଦ୍ଵିଗୁଣିତ ହେବ

ବିରହ ନୁହଇଁ ସହଜ ହରଣ

ଦୁଃଖ ସବୁ ହରିଯିବ ।

ପ୍ରେମର ମିଶାଣ କରିବାକୁ ହେଲେ

ଈର୍ଷାକୁ କରିବ ତ୍ୟାଗ

ବିରହ ଦୁଃଖର ହରଣ ପାଇଁକି

ମନରୁ ଭୁଲିବ ରାଗ ।

ପ୍ରେମ ଅଙ୍କ ଏଠି ନୁହଁଇ ସରଳ

ସହଜରେ କଷି ହେବ

ସୂତ୍ର ଟିକେ ପରା ଭୁଲ ହୋଇଗଲେ

ଅଛିଣ୍ଡା ପାଲଟି ଯିବ ।

ପ୍ରଶାନ୍ତ କୁମାର ନାଥ

ସୁନ୍ଦରପୂର,ଉତ୍ତରକୁଳ ହାଟ,

ପ୍ରୀତିପୁର,ଯାଜପୁର ।

ମୋ-08892301143


Rate this content
Log in

Similar oriya poem from Romance