ସମ୍ପର୍କ
ସମ୍ପର୍କ
1 min
136
ବସନ୍ତର ଆଗମନେ କୋଇଲି କି
ଭୁଲିପାରେ ଗାଇବାର ସୁର
ସୂର୍ଯ୍ୟସାଥେ ସୂର୍ଯ୍ୟମୁଖୀ ସମ୍ପର୍କ ଘନିଷ୍ଠ
ରହିଲେବି ପରସ୍ପର ଦୂର ।
ବସନ୍ତର ଆଗମନେ କୋଇଲି କି
ଭୁଲିପାରେ ଗାଇବାର ସୁର
ସୂର୍ଯ୍ୟସାଥେ ସୂର୍ଯ୍ୟମୁଖୀ ସମ୍ପର୍କ ଘନିଷ୍ଠ
ରହିଲେବି ପରସ୍ପର ଦୂର ।