Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arabinda Mishra

Others

3  

Arabinda Mishra

Others

ତୁମେ

ତୁମେ

1 min
281


ପ୍ରତି ମୁହୁର୍ତ୍ତର ପ୍ରତିଷ୍ଠାତା ସାଜି

ପୀରତିରେ ରଖ ବାନ୍ଧି

ଦେଖିନାହିଁ, ହେଲେ ପ୍ରତିଦିନ ଖୋଜି

ପ୍ରେମରେ ହେଲାଣି ରୁନ୍ଧି ..

ପାଳି ନପଡିବି ନିତିଯାଏ ପୂଜି

ତୋଳା ହେଇଥାଏ ଫୁଲ

କହିବାକୁ ଗଲେ ସପନରେ ଭିଜି

ପାଇଗଲି ଏତେ ଭଲ ...


Rate this content
Log in