ଅନୁଭବ
ଅନୁଭବ
ପବନର ଭୁରୁଭୁରୁ ବାସ୍ନାରେ ଭାସିଆସେ
ତୁମ ନିଶ୍ୱାସର ଗନ୍ଧ,
ତୁମକୁ ମୁଁ ଅନୁଭବେ,ଲାଗଇ ଯେମିତି
ତୁମେଅଛ ଏଇଠି କେଉଁଠି....!
ତୁମେ କିନ୍ତୁ ମାନ ନାହିଁ, ଦିଅ ନାହିଁ ଧରା
ବାରଵାର୍ କୁହ,"ନାଇଁମ...ମୁଁତ ଏଠିନାହିଁ,
ଅଛି ମୁଁ ଯେ ଅନ୍ୟତ୍ର କେଉଁଠି"।
ପବନର ଭୁରୁଭୁରୁ ବାସ୍ନାରେ ଭାସିଆସେ
ତୁମ ନିଶ୍ୱାସର ଗନ୍ଧ,
ତୁମକୁ ମୁଁ ଅନୁଭବେ,ଲାଗଇ ଯେମିତି
ତୁମେଅଛ ଏଇଠି କେଉଁଠି....!
ତୁମେ କିନ୍ତୁ ମାନ ନାହିଁ, ଦିଅ ନାହିଁ ଧରା
ବାରଵାର୍ କୁହ,"ନାଇଁମ...ମୁଁତ ଏଠିନାହିଁ,
ଅଛି ମୁଁ ଯେ ଅନ୍ୟତ୍ର କେଉଁଠି"।