Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Ram Prasad Bisoi

Others

2.5  

Ram Prasad Bisoi

Others

ଅନ୍ଧାର ଓ ନିଶଃବଦ୍ଧତା ।

ଅନ୍ଧାର ଓ ନିଶଃବଦ୍ଧତା ।

1 min
1.1K


  • ଅନ୍ଧାର ଓ ନିଶଃବଦ୍ଧତା ।

    କଣ ? ଏ ସବୁ ଚାଲୁଛି ! କାହିଁକି ? ମନ ! କୁହୁଡ଼ିଗ୍ରସ୍ତ ଧୂଆଁଳିଆ , ଧୂଆଁଳିଆ ଏ ଆଲୋଡନ , ଏ ବିବ୍ରତା ଆଉ ଆନ୍ଦୋଳନ, ବୁଝିବି ପାରୁନି । ଚାରିଆଡେ ଅନ୍ଧାର ର ରାଜତ୍ଵ, ବିଶ୍ୱାସ ଏବଂ ଭୟ ଦୁହେଁ ଏକାଠି ତ ଚାଲି ପାରିବେ ନି , ବିଶ୍ୱାସ ଅଛି , ଭୟ ତୁ ମତେ ଡରାନି , ବାଣ୍ଟିବାରେ କୃପଣତା ନାହିଁ ମୁକ୍ତ ପ୍ରେମ ଭକ୍ତି ମାର୍ଗ ଯେ ମୋର ନିଶ୍ଚୟ ଜାଳିବି ଛୋଟିଆ ଆଲୁଅ ଟି ହେଉ ପଛେ , ଘନ ଅନ୍ଧକାର ତ ହେବ ଦୂର ରହିବ କେମିତି , ପ୍ରାତଃ କୋକିଳତାନେ, ଜ୍ଞାନ ସମିଧିର ବ୍ୟାପ୍ତ ମଣ୍ଡଳେ ଅନ୍ଧାର ଆଉ ନିଶଃବଦ୍ଧତା ।

    ରାମ ପ୍ରସାଦ ବିଶୋଇ । ରାୟଗଡ଼ା । ତା-୨୭-୦୫-୧୬ ରାତ୍ର-୧୧ ଟା ।

     
     
 
 
 


Rate this content
Log in