ବନ୍ଧୁତାର ପଥ (ଦୁଇ)
ବନ୍ଧୁତାର ପଥ (ଦୁଇ)
ଆସ !
ସଂପର୍କର ବାଟ ଖୋଜି ଖୋଜି
ହୃଦୟ ମାନଙ୍କୁ ଯୋଡି ଦେବା
ଆମେ-ଆମ ଅଳିନ୍ଦ ଭିତରେ ,
ଭଲ ପାଇ ବସିବା ପରସ୍ପର
ଅଭିମନ୍ତ୍ରିତ ହୃଦୟର
ଆମ ଚଉଡା ରାସ୍ତାରେ ।।
ଡଃ ଶିବ ପ୍ରସାଦ ତ୍ରିପାଠୀ
ସ୍ମୃତି ନିଳୟ,ଉଦୟ ନଗର
ଷ୍ଟେସନ ରୋଡ, ବଲାଙ୍ଗୀର (ଓଡିଶା)
ଆସ !
ସଂପର୍କର ବାଟ ଖୋଜି ଖୋଜି
ହୃଦୟ ମାନଙ୍କୁ ଯୋଡି ଦେବା
ଆମେ-ଆମ ଅଳିନ୍ଦ ଭିତରେ ,
ଭଲ ପାଇ ବସିବା ପରସ୍ପର
ଅଭିମନ୍ତ୍ରିତ ହୃଦୟର
ଆମ ଚଉଡା ରାସ୍ତାରେ ।।
ଡଃ ଶିବ ପ୍ରସାଦ ତ୍ରିପାଠୀ
ସ୍ମୃତି ନିଳୟ,ଉଦୟ ନଗର
ଷ୍ଟେସନ ରୋଡ, ବଲାଙ୍ଗୀର (ଓଡିଶା)