Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Abhakanta

Others

2  

Abhakanta

Others

ତୁମେ ପ୍ରିୟା ମୋର ଅୟୁତ ଆଶାର

ତୁମେ ପ୍ରିୟା ମୋର ଅୟୁତ ଆଶାର

1 min
7.1K


ତୁମେ ପ୍ରିୟା ମୋର ଅୟୁତ ଆଶାର

 

ଆଭାକାନ୍ତ ମହାନ୍ତି

 

ତୁମେ ପ୍ରିୟା ମୋର ଅୟୁତ ଆଶାର

       ଅନୂଢ଼ା ଅତସୀଟିଏ

ତୁମେ ପ୍ରିୟା ମୋର ଅବସର ବେଳ

       ଶାନ୍ତିର ନିଃଶ୍ୱାସ ଖିଏ । ୦ ।

 

ତୁମେ ମୋ ବାଡୁଅ       ଅସୁମାରି ସ୍ୱପ୍ନୁ

       ବାଟଭୁଲା ବାସ୍ତବତା

ତୁମେ ମୋ ଜୀବନ              ବିକାଶ ରାହାରୁ

       କାଟିଚାଲ ନିରବତା

ସିଞ୍ଚି ସିଞ୍ଚି ଚାଲ ପୁଲକ ଫୁଆର

       ମୋର ସମୟର ସୁଏ । ୧ ।

 

ତୁମେ ସାଜିଛ ଗୋ        ମୋ ଆଗାମୀ ପିଢ଼ି

       ପରିଚିତି ପ୍ରଚାରକ

ମହକ, ଡହକ             ସହି ବି କରିଛ

       ତୁମ-ମୋଓ ରାହା ଏକ

ଚାଲିବା ସେଯାକେ, ଯେଉଁଠୁ ଶୁଭଇ

       ତୁମେ କିଏ ? ମୁଉଁ କିଏ ? । ୨ ।

 

ନୂଆସାହି, ବିଡ଼ାନାସୀ

କଟକ-୭୫୩୦୧୪

ଫୋନ୍-୯୦୪୦୦୦୩୧୦୧

*****


Rate this content
Log in