Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Soumya Saraswata Dash

Others

3  

Soumya Saraswata Dash

Others

ଦୁଇଟି ଦେହ କବିତା

ଦୁଇଟି ଦେହ କବିତା

1 min
13.1K


[୧]
ମୋ ହାତ ,
ଖୋଲିଦିଏ ତୁମ ଅସ୍ମିତାର ସମସ୍ତ ପର୍ଦ୍ଦାସବୁ,
ନଗ୍ନ କରେ ଆଉ ଏକ ପାଦ,
ଏବଂ ଶରୀରର ସମସ୍ତ ଅଙ୍ଗପ୍ରତ୍ୟଙ୍ଗ.
ମୋ ହାତ...
ଆବିଷ୍କାର କରେ,
ଆଉ ଏକ ବ୍ୟକ୍ତିତ୍ୱ,
ତୁମ ଶରୀର ମଧ୍ୟରେ...
- ଛୁଆଁ

[୨]
ମୋ ଶରୀର ମଧ୍ୟରେ,
ତୁମେ ଖୋଜୁଥାଅ ସାରା ପର୍ବତ,
ଜଙ୍ଗଲ ମଧ୍ୟରେ ପୋତି ହେଇଥିବା ସୂର୍ଯ୍ୟ ପାଇଁ,
ତୁମ ଶରୀର ମଧ୍ୟରେ,
ମୁଁ ଖୋଜୁଥାଏ ଡଙ୍ଗା,
ସାରା ରାତିକୁ ପାରି ହେବା ପାଇଁ...
- ସମକକ୍ଷ
ମୂଳ ଲେଖା: ଅକ୍ଟାଭିଓ ପାଜ


Rate this content
Log in