Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pramila Sahoo

Others

2  

Pramila Sahoo

Others

ମନ ମିତ

ମନ ମିତ

1 min
1.1K


ଆଜି ମୋତେ ମିଳିଗଲା
ମୋ ମନ ର ମିତ
ଛାଡି ନାହିଁ କେବେ ହାତ
ଆସୁ ପଛେ ଅନେକ ଦୁଃଖ
ସାଥୀ ହୋଇ ଚାଲୁ ଥିବୁ
ଜୀବନର ଚଲା ପଥ
ଏ ଜନ୍ମ ପାଇଁ ନୁହେଁ
ସାତ ଜନ୍ମ ପାଇଁ ଧରି ଥିବି ତୁମ ହାତ
ଏ ଜୀବନରେ ଆଉ କିଛି ନାହିଁ ଲୋଡା
ତୁମ ହସ ମୋ ପାଇଁ ମୁକ୍ତା
ସବୁବେଳେ ହସୁଥାଏ ଏମିତି
ଦୁଃଖ ନ ଆସୁ କେବେ ବି......
ପ୍ରମିଳା ସାହୁ


Rate this content
Log in