Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Shaktiprada Mohapatra

Inspirational

2  

Shaktiprada Mohapatra

Inspirational

କାଳ

କାଳ

1 min
1.3K


ହେ କାଳ !

ତୁମେ ଆଜନ୍ମ ସମ୍ରାଟ।

ସମ୍ର।ଟ ହୋଇ ଵି ତୁମେ-

ଭାଂଗିଦେଲ ମୋର

ସୁଖର କୁଡିଆ !

ତେବେ ତୁମେ କିି ସମ୍ର୍ରାଟ

ଆଉ ଭଲା ।

ତୁମକୁ କ'ଣ ସଂବୋଧନ

କରିବି -

ସମ୍ର।ଟ ନା ସର୍ପ ?


ମୁଁ ମୋ' ଜ୍ଞାତସାରରେ

ନିରପରାଧର ଅପରାଧ କରଛି

ନିଶ୍ଚିତ !

ତେବେ, ତୁମେ କୁହ

କେଉଁ ଅପରାଧେ

ମୁଁ ଦଣ୍ଡିତ?

ତୁମେ ଅପରାଧୀ ନା ମୁଁ

ତୁମେ ଆତତାୟୀ ନା ମୁଁ ??


Rate this content
Log in

Similar oriya poem from Inspirational