Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sagar Pradhan

Inspirational

2  

Sagar Pradhan

Inspirational

ଏକାକାର

ଏକାକାର

1 min
7.1K


ଏଇ ଦେଖ କେମିତି ଉଡି ଯାଉଛି

ଧୂଆଁ ସବୁ ନୀଳ ଆକାଶ ଉପରକୁ

ମିଶିବାକୁ ଦୂର ଦିଗବଳୟରେ

ହେବାକୁ ଏକାକାର ଆକାଶର

ଶୁଭ୍ର ବାଦଲ ଦେହରେ...... 

ଏଇ ଦେଖ କେମିତି ବହିଯାଉଛି

ଅମାନିଆ ନଈ କୁଳୁକୁଳୁ ନାଦରେ

ମିଶିବାକୁ ସାଗର ତରଙ୍ଗ ସା ଥିରେ

ହେବାକୁ ଏକାକାର ସାଗର ର 

ନୀଳ ତରଙ୍ଗ ଦେହରେ.......

ଏଇ ଦେଖ କେମିତି ଫୁଲଟି ଫୁଟିଛି

ନବ ପଲ୍ଲବୀତ ବୃକ୍ଷରାଜି ଡାଳରେ

ଢାଳୁଛି ସୁବାସ ତାର ଶୁଭ୍ର ତନୁରେ

ହେବାକୁ ଏକାକାର ସମୀରର

ଶୀତଳ ସ୍ରୋତ ଦେହରେ......

*ସାଗର ପ୍ରଧାନ, ଗଂଜାମ*


Rate this content
Log in

Similar oriya poem from Inspirational