ଜୀବନ: ଚଉପଦ
ଜୀବନ: ଚଉପଦ
ନୀଳକାନ୍ତ ଆକାଶ, ସୁଖର ଆକାଶ
ଅନ୍ତରଂଗ ବାସ୍ନା ,ଵିଷଣ୍ଣ ଵତାସ!
ସ୍ୱାଭିିମାନର ଘର୍ଘର ଶଵଦ,
ଆବେଗରେ ଗଦ୍-ଗଦ୍...
ଲେଖାହୁୁଏ ମୋ' ଜୀବନର -
ଭାଗବତ- ଚଉପଦ।
ସ୍ନିିିଗ୍ଧ-ଶୀତଳ ଜଳ,ସଦା ଛଳଛଳ
ତୃଷ୍ଣ। ମେଣ୍ଟି ବାର ତୃଷ୍ଣା, ଝରୁଥାଏ ନିରନ୍ତର...
ବର୍ତ୍ତମାନ ମୁହୂର୍ତ୍ତ; ମାଦକରେ ହୁଏ ଉଦବୁଦ୍ଧ...।