Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

ଓଡ଼ିଆ ଗଳ୍ପ ଓ କବିତା - ୨

Tragedy

2  

ଓଡ଼ିଆ ଗଳ୍ପ ଓ କବିତା - ୨

Tragedy

ପୁଅ ପରବାସେ

ପୁଅ ପରବାସେ

1 min
7.0K


ଛାତି କଥା ପଚାରୁଛୁ ନା ମାଟି କଥା

ସବୁକିଛି ଏକା ,

ଦେହ କଥା ପଚାରୁଛୁ ନା ଋତୁ କଥା

ସବୁକିଛି ଏକା ,

ଫରକ ପଦେନ ଏବେ

ସକାଳର ଆକର୍ଷଣ ନା ରାତିର ଆବେଗ ,

ପୁଅ ରେ !!!

ତୋ ଅନୁପସ୍ଥିତିରେ ଲୁହ ଅବା ଲହୁ

ସବୁକିଛି ଏକା ,


Rate this content
Log in