Audio

Forum

Read

Contests

Language


Write

Sign in
Wohoo!,
Dear user,
ପ୍ରକୃତିର ପ୍ରକୋପ
ପ୍ରକୃତିର ପ୍ରକୋପ
★★★★★

© Ram Prasad Bisoi

Others

1 Minutes   14.1K    8


Content Ranking

ପ୍ରକୃତିର ପ୍ରକୋପ ।

ଝଡ଼ ଝଂଜା-------------!

ଛାଡି ଯାଇଥିବା ବିଭୀଷିକା,

ତା ପରର କାରୁଣ୍ୟତା,

ଶହ ଶହ ଆତ୍ମାର ଚିତ୍କାର

ବଞ୍ଚିବାର ସଂଘର୍ଷ,

ଆକୁଳ ଶିଶୁଟିର ଅନ୍ୱେଷଣ,

ନିରୁଦ୍ଦିଷ୍ଟ ପିତା ମାତା ଯେ ତାର ମୃତ କି ଜୀବିତ,

ପଚା ସଢା , ଗଳିତ ମୃତ ମଣିଷ ,ପଶୁ ଶବ

ଏ ଯେ ମଣିଷକୃତ

ପ୍ରକୃତିର ବଳାତ୍କାରର ଜବାବ

ପ୍ରକୃତିର ପ୍ରକୋପ ।

 

 

ପ୍ରକୃତିର ପ୍ରକୋପ

Rate the content


Originality
Flow
Language
Cover design

Comments

Post


Some text some message..