Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dipti lekha Mishra

Classics Others

4.3  

Dipti lekha Mishra

Classics Others

ତୁମେ ଓ ମୁଁ

ତୁମେ ଓ ମୁଁ

1 min
92


ଝିଅଟି ନିତି କହୁଥାଏ

ତୁମେ ଯେମିତି ବି ହୁଅ

ଯେଉଁଠି ବି ଥାଅ

ଭଲରେ ରହିଥାଅ ।

ମୋ ପାଖରେ ରହି

ନିତି ଖାଉଥିଲ

ଉକୁଣି ଖୋଜୁଥିଲ

ଠାରରେ କଥା କହି

ବୁଝାଉଥିଲ ତୁମେ ।

ମାଙ୍କଡଟି ବି ଦୂରରେ

ଥାଇ ଝୁରୁଥାଏ

କହୁଥାଏ ପ୍ରଭୁ ହେ

ମୋ ସାନ୍ତାଣୀଙ୍କୁ

କଷ୍ଟ ଜମା ଦିଅନା

ଭଲରେ ରଖିଥାଅ

ଭଲ ବର ଦିଅ

ଭଲ ଘର ଦିଅ ।

ଫନି ବାତ୍ୟା କିନ୍ତୁ

ପୁଣି ଦୁହିଁଙ୍କୁ ଏକାଠି କଲା

ଦୁହିଁଙ୍କର ସତେ ଯେପରି

ଅନେକ କଥା ବାକି ଅଛି

ପାହାଡ ତଳେ ବସି ଦୁହେଁ

ଖିଲିଖିଲି ହସୁଥାନ୍ତି ।

ଏଇତ ସ୍ନେହର ଡୋରି

ଦୁହେଁ ଦୁହିଁଙ୍କୁ ଆପଣା କରି

ଗପିଚାଲନ୍ତି ପ୍ରତିଟି ଘଟଣା

ମୁହାଁମୁହିଁ ହୋଇ ଲୁଚିଲୁଚିକା ।


Rate this content
Log in