Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pratibha Priyadarshini

Inspirational

5.0  

Pratibha Priyadarshini

Inspirational

ହେ ପୁଣ୍ୟାତ୍ମା ଉତ୍କଳମଣି,

ହେ ପୁଣ୍ୟାତ୍ମା ଉତ୍କଳମଣି,

1 min
1.2K


ହେ ପୁଣ୍ୟାତ୍ମା ଉତ୍କଳମଣି,

ଲୋଡୁଛି ତୁମକୁ ଆଜି ଉତ୍କଳ ଜନନୀ

ଉଡ୍ର ମାଟିର ସୁଯୋଗ୍ୟ ସନ୍ତାନ

ଏ ପ୍ରଦେଶେ ତୁମେ ନିଅ ପୁନର୍ଜନ୍ମ

ଫେଡ଼ି ଓଡ଼ିଶାର ଦୁର୍ଯୋଗ ଦୁର୍ଦିନ

ଉଦ୍ରେକ କରାଅ ଜାତି ସ୍ୱାଭିମାନ

କୋଟି ଓଡ଼ିଆଙ୍କ ଶ୍ରଦ୍ଧାଞ୍ଜଳି ଘେନ

ନୀଳାଚଳ ଦେଶ ଯଶସ୍ୱୀ ସନ୍ତାନ

ପ୍ରତିଭା_

#ଉତ୍କଳମଣି_ଗୋପବନ୍ଧୁଦାସ ପୁଣି ମନେପଡିଲେ


Rate this content
Log in

Similar oriya poem from Inspirational